25.1 C
Bhubaneswar
Saturday, December 20, 2025
Homeଓଡିଶାବାଲିଗୁଡା ବନଖଣ୍ଡରେ ହାତୀ ଉପଦ୍ରବ

ବାଲିଗୁଡା ବନଖଣ୍ଡରେ ହାତୀ ଉପଦ୍ରବ

କନ୍ଧମାଳ: କୁହୁଡି, ଶୀତକୁ ଖାତିର ନକରି କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡରେ ଆତଙ୍କ ଖେଳାଇଛନ୍ତି ହାତୀ । ଏଥିସହ ଧାନ ଫସଲ ନଷ୍ଟ କରୁଛନ୍ତି । ହାତାରଲଙ୍କ ଉପରେ ନଜର ରଖିଛି ବନବିଭାଗ । ଏକ ସପ୍ତାହରୁ ଅଧିକ ଦିନ ଧରି କୋଟଗଡ ବନାଞ୍ଚଳରେ ଉତ୍ପାତ ମଚାଉଛନ୍ତି ହାତୀପଲ । ସେପଟେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନ ବିଭାଗ । ଲେକଙ୍କୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟ ରେ ସଚେତନ କରୁଛି । ସେପଟେ ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking