18.1 C
Bhubaneswar
Friday, December 19, 2025
Homeଓଡିଶାଆହାର ଗୁଣବତ୍ତାକୁ ନେଇ ରାଗିଲେ ମନ୍ତ୍ରୀ

ଆହାର ଗୁଣବତ୍ତାକୁ ନେଇ ରାଗିଲେ ମନ୍ତ୍ରୀ

ଭୁବନେଶ୍ୱର: ଆହାର କେନ୍ଦ୍ରରେ ଖାଇବା ଦେଖି ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । କୋରାପୁଟ ସୁନାବେଡାରେ କାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ ମନ୍ତ୍ରୀ । ନିଜେ କାଇ ଆହାରର ମାନ ଯାଞ୍ଚ କରିବା ପରେ ଅସନ୍ତୋଷ ପ୍ରକାଶ କଲେ । ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ । ପରିବର୍ତ୍ତନ ହୁନ ନହେଲେ ୟା ପରେ ବାତିଲ କରିବି କହିଲେ ମନ୍ତ୍ରୀ । ଏହା ପ୍ରଥମ ଓ ଶେଷ ୱାଣ୍ଣିଂ କହି ସେଠାରୁ ଫେରିଲେ ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking