30.1 C
Bhubaneswar
Thursday, February 5, 2026
Homeଓଡିଶାଟ୍ରାକ୍ଟର ତଳେ ଚାପି ହୋଇ ନାବାଳିକା ମୃତ

ଟ୍ରାକ୍ଟର ତଳେ ଚାପି ହୋଇ ନାବାଳିକା ମୃତ

ନୂଆପଡା: ନୂଆପଡା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟର ଚାପି ଦେବାରୁ ଜଣେ ସାତ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲାର କୋମନା ପୋଲିସ ସୀମା ଅନ୍ତର୍ଗତ ବାଘମୁଣ୍ଡା ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking