21.1 C
Bhubaneswar
Wednesday, December 17, 2025
Homeଓଡିଶାକିସ୍ ଛାତ୍ର ହତ୍ୟାରେ ବଡ ଆକ୍ସନ

କିସ୍ ଛାତ୍ର ହତ୍ୟାରେ ବଡ ଆକ୍ସନ

ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣାରେ ଆରମ୍ଭ ହେଲା ବଡ ଆକ୍ସନ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି ପୋଲିସ । ପ୍ରଥମ ଫେଜ୍‌ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରିଥିବା ଆଜି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking