16.1 C
Bhubaneswar
Thursday, February 5, 2026
Homeଓଡିଶାମୋକିମଙ୍କ ଯୋଗାଯୋଗରେ କେନ୍ଦ୍ରୀୟ ନେତା !

ମୋକିମଙ୍କ ଯୋଗାଯୋଗରେ କେନ୍ଦ୍ରୀୟ ନେତା !

ଭୁବନେଶ୍ୱର: ମୋକିମଙ୍କ ସହ କେନ୍ଦ୍ରୀୟ ନେତା କଥା ହୋଇଥିବା ସୂଚନା ମିଳିଛି। ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା କଥା ହେଲେ। ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା ପ୍ରଭାରୀ ମଧ୍ୟ କଥା ହେଲେ। କାହିଁକି ଏପରି ଚିଠି ଲେଖିଲେ, ପ୍ରକୃତ କାରଣ କ’ଣ ପଚାରିଲେ। ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ପଚାରି ବୁଝିଲେ। ଏଆଇସିସି ଓ ରାହୁଲ ଗାନ୍ଧିଙ୍କ ବାବଦରେ ଲେଖିବା କଥା ବୁଝିଲେ। ଗଣମାଧ୍ୟମକୁ ଯିବା ନେଇ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛିନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ମୋକିମ। କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ସୂଚନା ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking