23.1 C
Bhubaneswar
Monday, February 9, 2026
Homeଓଡିଶାଥର କିଣା, ମଡିଫିକେସନର ତଦନ୍ତ ହେବ: ମନ୍ତ୍ରୀ

ଥର କିଣା, ମଡିଫିକେସନର ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଜଙ୍ଗଲ ବିଭାଗର ଥର କିଣା ଏବଂ ମଡିଫିକେସନର ତଦନ୍ତ ହେବ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାଂମ ସିଂ ଖୁଣ୍ଟିଆ । କହିଛନ୍ତି, କିଣା ଏବଂ ମଡିଫିକେସନରେ ଅଧିକ ଖର୍ଚ୍ଚ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଗାଡି ପିସିସିଏଫ ଅଦୀନରେ ରହିଛି । ଅଧିକ ଖର୍ଚ୍ଚର ତଦନ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking