21.1 C
Bhubaneswar
Thursday, February 5, 2026
Homeଓଡିଶାମେଘନାଦ ପାଚେରିରୁ ଗଳୁଛି ପାଣି!

ମେଘନାଦ ପାଚେରିରୁ ଗଳୁଛି ପାଣି!

ପୁରୀ: ମେଘନାଦ ପାଚେରିରୁ ଗଳୁଛି ପାଣି । ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି । ପାଣି ଗଳିବା ଯୋଗୁଁ ମେଘନାଦ ପାଚେରିରେ ଶିଉଳି ଲାଗିବା ସହ ଅନବରତ ପାଣି ଧାର ବୋହୁଛି । ଗତ ବର୍ଷ ମେଘନାଦ ପାଚେରି ମରାମତି ହୋଇଥିଲା । ମରାମତି ପରେ ବି ସମାନ ଭାବେ ପାଣି ଗଳୁଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଅବହେଳାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking