20.1 C
Bhubaneswar
Sunday, February 8, 2026
Homeଓଡିଶାମୋକିମଙ୍କ ଚିଠି: ଦିଲ୍ଲୀରେ ହେବ ଆଲୋଚନା

ମୋକିମଙ୍କ ଚିଠି: ଦିଲ୍ଲୀରେ ହେବ ଆଲୋଚନା

ଭୁବନେଶ୍ୱର: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ । ଓଡିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ । କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି । ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ ଆଲୋଚନା ହେବ । ସୂଚନାଥଉକି, ଆସନ୍ତାକାଲି ମହମ୍ମଦ ମୋକିମଙ୍କ ଚିଠିଲେଖାକୁ ନେଇ କଂଗ୍ରେସ ଦଳରେ ରାଜନୀତି ତୀବ୍ର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking