27.1 C
Bhubaneswar
Sunday, February 22, 2026
Homeଓଡିଶାବେଆଇନ ଖଣି ଖନନ ମାମଲା: ସୁପ୍ରିମକୋର୍ଟଙ୍କ ପରାମର୍ଶ

ବେଆଇନ ଖଣି ଖନନ ମାମଲା: ସୁପ୍ରିମକୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର: ବେଆଇନ ଖଣିଣ ଖନନ ମାମଲାରେ ସୁପ୍ରିମ କୋର୍ଟଙ୍କ ପରାମର୍ଶ । ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡିଶା ହାଇକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି । ସୁପ୍ରମିକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆବେଦନର ତ୍ୱରିତ ଶୁଣାଣି ଲାଗି ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କର । ବକେୟା ପାଉଣା ଆଦାୟ ମାମଲାରେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ମାର୍ଚ୍ଚ ୩, ୨୦୨୬ ତାରିଖ ସୁଦ୍ଧା ଏସବୁ ମାମଲାଗୁଡିକର ଫଇସଲା କରିବାକୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking