16.1 C
Bhubaneswar
Thursday, February 5, 2026
Homeଓଡିଶାମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ

ବୌଦ୍ଧ: ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ । ଭାଲିଆପଦର ଗ୍ରାମରେ ମହୁମାଛି ଆକ୍ରମଣ । ଗତକାଲି ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସା ଚାଲିଥିଲାଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛିମୃତ୍ୟୁ ପରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking