18.1 C
Bhubaneswar
Wednesday, February 4, 2026
Homeଓଡିଶାକଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା: କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ ହୋଇଛି । ଛୁରାମାଡ ପରେ ଛାତ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ ହୋଇଛି । ଛାତ୍ରଙ୍କ ପରିଚୟ ଏର୍ଯ୍ୟନ୍ତ ମିଳିପାରିନାହିଁ । ସାମାନ୍ୟ ବଚସାରୁ ଛୁରାମାଡ କଲେ ଆଉ ଜଣେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ପିଆର୍‌ଏମ୍ ମେଡିକାଲ୍‌ରେ ଭର୍ତ୍ତ କରାଯାଇଛି । ଛୁରାମାଡ କରିଥିବା ଛାତ୍ରକୁ କୁଳିଅଣା ପୋଲିସର ଜିମା ଦେଲେ ଅନ୍ୟ ଜଣେ ଛାତ୍ର । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking