18.1 C
Bhubaneswar
Wednesday, February 4, 2026
Homeଓଡିଶାମାଆକୁ ହତ୍ୟା କଲା ପୁଅ

ମାଆକୁ ହତ୍ୟା କଲା ପୁଅ

ମାଲକାନଗିରି: ମାଲକାନଗିରିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣାମାଆକୁ ହତ୍ୟା କରିଛି ପୁଅ। ମାଆ ମଦ ପିଇଲା ବୋଲି ହତ୍ୟା କଲା ପୁଅ। ବଡ଼ାଗୁଡା ଗାଁରେ ଠେଙ୍ଗାରେ ପିଟି ପିଟି ମାଆକୁ ହତ୍ୟା କରିଥିବା ସୂଚନା ମିଳିଛିଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଥିଲି ଥାନାରେ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମଦ ପିଇ ଘରକୁ ଫେରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ କ୍ରୋଧିତ ପୁଅ ମାଆକୁ ହତ୍ୟା କରିଛିଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking