26.1 C
Bhubaneswar
Wednesday, March 18, 2026
Homeଓଡିଶାଜଙ୍ଗଲ ନିଆଁକୁ ରୋକୁଛି ଏଆଇ: ମନ୍ତ୍ରୀ

ଜଙ୍ଗଲ ନିଆଁକୁ ରୋକୁଛି ଏଆଇ: ମନ୍ତ୍ରୀ

ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି ଏଆଇ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ଜଙ୍ଗଲ ନିଆଁକୁ ଟ୍ରାକିଂ କରୁଛି ଜିପିଏସ୍ । ମାଟିରେ ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି । ଜୀବଜନ୍ତୁ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲରେ ନିଆଁ ଲାଗିବା କମିଛି । ସେପଟେ ସ୍ୱଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।

୪ ହଜାର ହେକ୍ଟର ଜଙ୍ଗଲ ଜଳିଗଲାଣି: ମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking