ଭୁବନେଶ୍ୱର: ବଜାରରେ ମିଳୁଛି ନକଲି ମେଡିସିନ । ଏନେଇ ଗୃହରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ଔଷଧ । ୩୮୮ଟି ନିମ୍ନମାନର ମେଡିସିନ । ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର । ୨୦୧୧ରେ ୭୯ ଓ ୨୦୨୨ରେ ୬୪ଟି ନକଲି ମେଡିସିନ ଚିହ୍ନଟ ହୋଇଛି । ୨୦୨୩ରେ ୧୪ ଓ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହଇଛି ।










