27.1 C
Bhubaneswar
Wednesday, February 4, 2026
Homeଓଡିଶାଭିତରକନିକା ମୁଁହା ହେଲେଣି ବିଦେଶୀ ପକ୍ଷୀ

ଭିତରକନିକା ମୁଁହା ହେଲେଣି ବିଦେଶୀ ପକ୍ଷୀ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଭିଡ ଜମାଇଲେଣି ବିଦେଶୀ ପକ୍ଷୀା ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶାଗତ ପକ୍ଷୀ ଭିଡ ଜମାଇଛନ୍ତି ଭିତର କନିକାର ବିସ୍ତୀର୍ଣ୍ଣ ଆର୍ଦ୍ରଭୁମିରେ । ପ୍ରକୃତିର ଗନ୍ତାଘର ଦେଶ ବିଦେଶର ପକ୍ଷୀଙ୍କ ତୀର୍ଥ ଭାବେ ପରିଚିତ ଭିତରକନିକା ଏବେ ମୁଖରିତ ହୋଇ ଉଠୁଛି । ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳିରେ ଫାଟି ପଡୁଛି ଭିତରକନିକା । ପକ୍ଷୀଙ୍କ ମଧ୍ୟରେ ସାଇବେରିୟ ବତକ , ଏରା, ଲାଲମୁଣ୍ଡିଆ ବତକ, ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, ଉଇଗେନ ହ୍ବାଇଟ,  ବାଡ଼ ହେଡେଡ ପ୍ରଭୃତି ଅନେକ ପ୍ରଜାତିର ପକ୍ଷୀ  ଭିତରକନିକାର ସାତଭାୟା , ରାଇପାଟିଆ, ଅଗରନାସୀ ଦୀପ ବରୁଣେଇ ମୁହାଁଣ ପ୍ରଭୃତି ସ୍ଥାନରେ ଦେଖିବାକୁ ମିଳୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking