19.1 C
Bhubaneswar
Friday, December 5, 2025
Homeଓଡିଶାକଳାବ୍ୟାଜ ପିନ୍ଧି ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଳାବ୍ୟାଜ ପିନ୍ଧି ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ରାଉରକେଲା: ରାଉରକେଲାରେ ଗତ ୮ ଦିନ ଧରି କଲେଜରେ ପଡିଛି ତାଲା । ଆଉ ଆଜି ଛାତ୍ରମାନେ ନିଜର  ଆଫ୍ରନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ପଠାଇବାକୁ ପ୍ରସ୍ତୁତ ହୋଇଛନ୍ତି । ସରକାର ୮ ଦଫା ଦାବି ନ ନେବେ  ତେବେ ମେଡିକାଲ ଛାତ୍ରଛାତୀମାନେ ଆଫ୍ରନ ରଖି କରିବେ କଣ ବୋଲି  ପ୍ରଶ୍ନ କରିଛନ୍ତି । ତେଣୁ ଆଜି ସମସ୍ତ ଛାତ୍ରଛାତ୍ରୀ  ନିଜ ନିଜ କୋର୍ଟକୁ ପ୍ୟାକିଂ କରି  ପୋଷ୍ଟ ଅପିସରେ ଭୁବନେଶ୍ୱରକୁ ପଠାଇବାକୁ ପ୍ରସ୍ତୁତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking