22.1 C
Bhubaneswar
Friday, December 5, 2025
Homeଓଡିଶାଆଜିଠୁ ବାରବାଟୀ ମ୍ୟାଚ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି

ଆଜିଠୁ ବାରବାଟୀ ମ୍ୟାଚ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି

କଟକ: ବାରବାଟୀ ଟି- ୨୦ ମ୍ୟାଚ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ ।  ହାତରେ ସପ୍ତାହେ ସମୟ ଥିବାବେଳେ  ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ ।  ଗତ ମ୍ୟାଚ ତୁଳନାରେ  ଏଥର ଟିକେଟ ସଂଖ୍ୟା ହ୍ରାସ ପାଇଛି ।  ଅର୍ଥାତ ୪ ହଜାର ପରିବର୍ତ୍ତେ  ଏଥର ମାତ୍ର ୨ ହଜାର ଟିକେଟ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ ।  ସେହିପରି ଅଫଲାଇନରେ ମଧ୍ୟ ଟିକେଟ  ସଂଖ୍ୟା କମିଛି ।  ସେଠାରେ ଦର୍ଶକଙ୍କ  ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । ଏହା ଦ୍ୱାରା ଗ୍ୟାଲେରୀ ସିଟ ୨ରୁ ଅଢେଇ ହଜାର  ହ୍ରାସ ପାଇଥିବା ବେଳେ ୧୯ ଇଞ୍ଚ ବିଶିଷ୍ଟ ସିଟରୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking