36.1 C
Bhubaneswar
Tuesday, May 26, 2026
Homeଓଡିଶାବିଧାନସଭାରେ ରାଷ୍ଟ୍ରପତି

ବିଧାନସଭାରେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଜଭବନରୁ ବାହାରି ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ ସଦସ୍ୟ । ଆଜି ପ୍ରଥମ ଥର ପାଇଁ ବିଧାନସଭାରେ ଉଦ୍‌ବୋଧନ ଦେବେ ମହାମହିମ । ବିଧାନସଭାରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ସମସ୍ତ ବିଧାୟକ । ବର୍ତ୍ତମାନର ବିଧାୟକଙ୍କ ସହ କିଛି ପୂର୍ବତନ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ଅଭିଭାଷଣ ପରେ ୧୧ ନମ୍ବର ରୁମ୍‌କୁ ଆସି ସମୟ ବିତାଇବେ ରାଷ୍ଟ୍ରପତି । ୧୧ନଂ ପ୍ରକୋଷ୍ଠରେ ୧୫ରୁ ୨ ୦ ମିନିଟ ରହିବାର ସୂଚନା ମିଳିଛି । ମହାମହିମ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ବିମାନବନ୍ଦରରୁ ବାହାରି କଡା ସୁରକ୍ଷା ବଳୟ ଭିତରେ ରାଜଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦ୍‌ବୋଧନ ଦେଇନଥିଲେ। ବିଧାନସଭାରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ଏହା ଏକ ଐତିହାସିକ ଓ ସ୍ମରଣୀୟ ଦିନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking