15.1 C
Bhubaneswar
Saturday, December 6, 2025
Homeଓଡିଶା୧୨ ଘଣ୍ଟାରେ ବାତ୍ୟା ଭୟ!

୧୨ ଘଣ୍ଟାରେ ବାତ୍ୟା ଭୟ!

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଭୟ ।  ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ଭାରତ ମହାସାଗରରେ ସୃଷ୍ଟି ହୋଇଛି ଅବପାତ । ଆସନ୍ତା ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହା  କେନ୍ଦ୍ରୀଭୁତ ହୋଇଛି । ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଏହି ସିଷ୍ଟମ ଉତ୍ତର ତାମିଲନାଡୁ , ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ  ମୁହାଁଇବ ବୋଲି ପାଣିପାଗ ବିଭାଗ  ସୂଚନା ଦେଇଛି ।  ତେବେ ଏହାର  ପ୍ରଭାବ ଓଡିଶା ଉପରେ କେତେ ପଡିବ ସେ ନେଇ କୌଣସି ଆକଳନ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking