18.1 C
Bhubaneswar
Thursday, February 5, 2026
Homeଓଡିଶାବିଧାନସଭାରେ ସର୍ବଦଳୀୟ ବୈଠକ ଶେଷ

ବିଧାନସଭାରେ ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର : ବିଧାନସଭାରେ ସର୍ବ ଦଳୀୟ ବୈଠକ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା ଚାଲିଥିଲା । ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ ଗୃହରେ । ଦ୍ୱିତୀୟ ଦିନ ଆସିବ ଅତିରିକ୍ତ ବଜେଟ୍ । ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ ବାଚସ୍ପତି ଗୁରୁତ୍ୱ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହ କଲେ ଆଲୋଚନା କରିଛନ୍ତି । ଶାସକ ଦଳ ଭଳି ବିରୋଧୀ ଦଳକୁ ସମାନ ସମୟ ଦେବାକୁ ଦାବି ରହିଛି । ସନ୍ଧ୍ୟାରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେବ ରଣନୀତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking