ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କୁ ପ୍ରମିଳା ମଲ୍ଲିକଙ୍କ ଜବାବ । କିଛି ସ୍ୱାର୍ଥପର ନେତା ଅଛନ୍ତି, ସ୍ୱାର୍ଥରେ ବାଧା ହେଲେ ଦଳ ଛାଡନ୍ତି । ସ୍ୱାର୍ଥପର ଲୋକ ଦଳରୁ ପଳାଇଲେ ଭଲ । ଦଳ ଶୃଙ୍ଖଳାର ସହ ଚାଲିଛି , କିଛି ଅସୁବିଧା ହୋଇନି । ପଦବୀ ସମ୍ଭାଳି ନପାରି ଇସ୍ତଫା ଦେଲେ ଦେବାଶିଷ । ସୂଚନାଥାଉକି, ସୋମବାର ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ ପଦରୁ ଇସ୍ତଫା ଦେଇଛନ୍ତି ।










