29.1 C
Bhubaneswar
Saturday, February 7, 2026
Homeଓଡିଶାବନ୍ଦ କୋଠରୀରେ ୩ ଛାତ୍ରୀଙ୍କୁ ଦୁଷ୍କର୍ମ!

ବନ୍ଦ କୋଠରୀରେ ୩ ଛାତ୍ରୀଙ୍କୁ ଦୁଷ୍କର୍ମ!

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ଏମଭି ୭୯ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବନ୍ଦ କୋଠରୀରେ ୩ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଘରକୁ ଡାକି ନେଇ ଦୁଷ୍କର୍ମ କଲା ପଡୋଶୀ । ଥାନାର ଦ୍ୱାରସ୍ଥ ହେଲେ ୩ ପୀଡିତାଙ୍କ ପରିବାର । ଘଟଣା ପରେ ଅଭିଯୁକ୍ତ ନରେନ ରାୟ ଫେରାର ଥିବା ନେଇ ସୂଚନା ମିଳିଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking