34.2 C
Bhubaneswar
Monday, June 8, 2026
Homeଓଡିଶାକଟକରେ ସିରିଜ୍ ଦୁର୍ଘଟଣା: ୪ ଆହତ

କଟକରେ ସିରିଜ୍ ଦୁର୍ଘଟଣା: ୪ ଆହତ

କଟକ: ଚିପ୍ପ୍ ବୋଝେଇ ମିନିଟ୍ରକର ସିରିଜ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଜୁଡିସିଆଲ୍ ଏକାଡେମୀ ସ୍ଥିତ ଡଗରପଡା ହନୁମାନ ମନ୍ଦିର ଛକରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ ପାସେଞ୍ଜର ଅଟୋ ଓ ପରେ ବାଇକ୍ ପଛରୁ ପିଟିଛି ମିନି ଟ୍ରକ । ମଦ୍ୟପ ଡ୍ରାଇଭରକୁ ଅଟକ ରଖିଛି ଟ୍ରାଫିକ୍ ପୋଲିସ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking