34.2 C
Bhubaneswar
Monday, June 8, 2026
Homeଓଡିଶାସୌମ୍ୟ ହତ୍ୟା ମାମଲା:  ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବେ ଅରୁଣ ବୋଥ୍ରା

ସୌମ୍ୟ ହତ୍ୟା ମାମଲା:  ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବେ ଅରୁଣ ବୋଥ୍ରା

ଭୁବନେଶ୍ୱର: ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ ।  ବିବାଦୀୟ  ଆଇପିଏସ୍‌ ଦୟାଲ ଗଙ୍ଗୱାର ବଢିଲା ଅଡୁଆ ।  ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରିବେ ଅରୁଣ ବୋଥ୍ରା ।   ପୁଲିସ୍‌ ମୁଖ୍ୟାଳୟ ତରଫରୁ  ଦିଆଗଲା ସୂଚନା । ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।  ବଦଳି  କରାଯାଇଥିଲା ଏଡିଜିପି ଦୟାଲ ଗଙ୍ଗୱାରଙ୍କୁ  । ଗୃହ ବିଭାଗ ଓଏସଡି ଭାବେ ମିଳିଥିଲା ନିଯୁକ୍ତି ।  ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି  କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking