18.1 C
Bhubaneswar
Thursday, February 5, 2026
Homeଓଡିଶାଚନ୍ଦକାରେ ପୁଣି ମିଳିଲା ମୃତଦେହ

ଚନ୍ଦକାରେ ପୁଣି ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦକାରେ ପୁଣି ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ମୁହଁ ସାରା ରହିଛି ଅନେକ କ୍ଷତ ଚିହ୍ନ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ମୁଖ୍ୟ ରାସ୍ତା କଡ ପାଚେରୀ ପାଖରେ ପଡି ରହିଥିଲା ମୃତଦେହ । ସ୍ଥାନୀୟ ଲୋକଙ୍କ ଦେଖି ପୋଲିସ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି କରିଛି । ମୃତଦେହର ପରିଚୟ ଏବଂ ମୃତ୍ୟୁ ପଛର କାରଣ ଜାଣିବା ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking