ଭୁବନେଶ୍ୱର: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂହ । ନୂଆପଡା ଉଦାହରଣ ଦେଇ ମୋତେ ଅଣଦେଖା କରାଯାଉଛି କହିଲେ । ମୁଁ ନୂଆପଡା ସହ ପୁରା ଜଡିତ, ମାତ୍ର ୩ ପର୍ଯ୍ୟାୟ ତାଲିକାରେ ନାଁ ନଥିଲା । ଦଳ ମୋତେ ଗୁରୁତ୍ୱ ଦେଲାନି , ତିନି ନମ୍ବରରେ ରହିଲା । କଂଗ୍ରେସର ବିଚାର ସହ ମୁଁ ଏକମତ କହିଛନ୍ତି ଭୁୁପିନ୍ଦର ସିଂ । କଂଗ୍ରେସରକୁ ଫେରିବା ନ ଫେରିବା ପ୍ରଶ୍ନରେ ନିରବ ରହିଲେ ।










