27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶ୩୭ ମାଓବାଦୀଙ୍କ ଆତ୍ମସମର୍ପଣ

୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ତେଲେଙ୍ଗାନା ଡିଜିପିଙ୍କ ନିକଟରେ କଲେ ଆତ୍ମସମର୍ପଣ । ଆତ୍ମସମର୍ପଣ ପରେ ଗୋଟିଏ ଏକେ-୪୭, ୨ଟି ଏସଏଲଆର୍‌, ରାଇଫଲ୍ ଜବତ କରାଯାଇଛି । ଏହା ସହ ୪ଟି ଦେଶୀ ବନ୍ଧୁକ ସହ ୩୯୪ ରାଉଣ୍ଡ ଗୁଳି ଜବତ କରାଯାଇଛି । ତେଲେଙ୍ଗାନା ଷ୍ଟେଟ୍ କମିଟି ସଦସ୍ୟ କୋୟଡାର ଆତ୍ମସମର୍ପଣ । ଏସସିଏମ୍ ରମେଶ ଓରଫ ଆପ୍ପାସି ନାରାୟଣର ଆତ୍ମସମର୍ପଣ । ହିଡ୍‌ମାର ମୁଖ୍ୟ ସହଯୋଗୀ ମୁଚାକି ସୋମାଦାର ଆତ୍ମସମର୍ପଣ । ୩ ଷ୍ଟେଟ୍ କମିଟି ସଦସ୍ୟ, ୩ ଡିଭିସିଙ୍କ ଆତ୍ମସମର୍ପଣ । ୯ ଏସିଏମ, ୨୨ ପାର୍ଟି ସଦସ୍ୟ ଆତ୍ମସମର୍ପଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking