24.1 C
Bhubaneswar
Monday, May 4, 2026
Homeଓଡିଶାଜୀବନ ପ୍ରତି ବିପଦ ଅଛି: ଲିଜା

ଜୀବନ ପ୍ରତି ବିପଦ ଅଛି: ଲିଜା

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ସହ କାମ କରୁଥିଲା ଲିଜା ଦାସ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି, ହ୍ୟୁମାନ ଭାଇଙ୍କ ପାଇଁ ଉଠାଇଥିବା ସ୍ବରକୁ ଦବାଇବାକୁ ଚେଷ୍ଟା କରାଯାଉଛି, ସତ୍ୟପାଇଁ ସ୍ବର ଉଠାଇ ଥିଲି ସ୍ବରକ । ଏ ନେଇ କୌଣସି ମିଡିଆ ପର୍ସନ କଲ ନକରିବାକୁ ଅନୁରୋଧ କରିଛନ୍ତି ଲିଜା। ତେବେ ଏହି ଲିଜା କହିଥିଲେ, “ହ୍ୟୁମାନଙ୍କ ସହ କଥା କରେଇ ଦେଉନଥିଲେ ଟିମ ମେମ୍ବର । ହ୍ୟୁମାନଙ୍କୁ ସେମାନେ କବଜା କରି ରଖିଥିଲେ। ମା’ଙ୍କୁ ଗାଳିଦେଇଥିବା ପିଲାଙ୍କୁ ଗିରଫ କରିବା କଥା କହିଥିଲେ। ତା ସହ ସେମାନଙ୍କ ଲାଗି ମୋତେ ଅନେକ ପ୍ରୋଗ୍ରାମ କ୍ୟାନସେଲ୍‌ କରିବାକୁ ପଡ଼ିଛି। ମୋତେ ନ ଜଣେଇକି ଟିମ୍‌ରୁ କାଢ଼ି ଦେଇଥିଲେ। ହ୍ୟୁମାନଙ୍କର ଯେତେବେଳେ ପ୍ରୋଗ୍ରାମ ହେବ, ଗ୍ରିନ୍‌ରୁମ୍‌ରେ କାହାକୁ ତାଙ୍କ ସହ କଥା କରିବାକୁ ଦିଆଯାଏନି। ତାଙ୍କୁ ବାଲେଶ୍ୱରିଆ ଟିମ୍‌ କବ୍‌ଜା କରିଥିଲେ। ହ୍ୟୁମାନଙ୍କ ସହ କାହାକୁ କଥା ହେବାକୁ ଦେଉ ନ ଥିଲେ। ହ୍ୟୁମାନ ମୋ ପ୍ରଶଂସା କଲା ପରେ ଚକ୍ରାନ୍ତ କରି ମୋତେ ଟିମ୍‌ରୁ କାଢ଼ିଦେଲେ। ବୋଲି ଏମିତି ବଡ କଥା କହିଥିଲେ ଆଙ୍କର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking