23.1 C
Bhubaneswar
Sunday, February 8, 2026
Homeଓଡିଶାରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର: ମନ୍ତ୍ରୀ

ରାଜଧାନୀରେ ସୁଲଭ ମୂଲ୍ୟରେ ମିଳିବ ଘର: ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ  ସରକାର ।  ଏନେଇ ସୂଚନା ଦେଲେ  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୧୪ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇ ଦିଆଯିବ କହିଲେ ।  ଏଥିପାଇଁ ପାଇଲଟ ପ୍ରେଜେକ୍ଟ ଜରିଆରେ ୯୦ଟି ଘର ତିଆରି ହୋଇଛି ।  ଏହି ଘରଗୁଡିକ ଟୁ ବିଏଚକେ ରହିଛି । ସରାକର ଏଣିକି ଲୋ କଷ୍ଟରେ ଗର ତିଆରି କରି ଯୋଗାଇ ଦେବେ । ପ୍ରାଥମିକ ଭାବେ ଏହି ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ ।  ଅଧିକରୁ ଅଧିକ ସାଧାରଣ ଲୋକଙ୍କ ଘର  ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking