ଚମ୍ପୁଆ: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ଅଫିସର ଇନଚାର୍ଜ ବିଜୟ ମହାନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । କରଞ୍ଜିଆ ବିଦେଶୀ ମଦ ଦୋକାନ ମାଲିକଙ୍କଠାରୁ ନେଉଥିଲେ ଲାଞ୍ଚ । ମାସିକ ୧୦ ହଜାର ହିସାବରେ ୪ ମାସର ଚାନ୍ଦା ନେବା ବେଳେ ଧରାପଡିଲେ ଅବକାରୀ ବିଭାଗ ଅଫିସର ଇନଚାର୍ଜ ।










