30.1 C
Bhubaneswar
Thursday, February 5, 2026
Homeଓଡିଶାସାଲିଆ ସାହିରେ ଜବରଦଖଲ ଉଚ୍ଛେଦ: ୩୦ ଅଟକ

ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ: ୩୦ ଅଟକ

ଭୁବନେଶ୍ୱର: ଉଚ୍ଛେଦ ହେଲା ସାଲିଆ ସାହି। ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଛନ୍ତି ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିର କିଛି ଅଞ୍ଚଳ ଉଚ୍ଛେଦ କରୁଛନ୍ତି  ।  ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରିବାକୁ ଯାଉଛି ବିଏମସି ଓ ବିଡିଏ  ।ପୂର୍ବରୁ ମଧ୍ୟ ଉଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ ।  ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକି ଥିବା ଆଉ ପାଖାପାଖି ୫୧୭ ଘର ଉଛେଦ କରିବ ମିଳିତ ଟିମ। ସେପଟେ ବୁଦ୍ଧବିହାର ଟ୍ରାଂଜିଟ ହାଉସରେ ୭ ଦିନର ରହିବା ଖାଇବା ବ୍ୟବସ୍ଥା କରିଛି ବିଏମ୍‌ସି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking