ଭୁବନେଶ୍ୱର: ନୂଆପଡା ପରେ ବିଜେପିର ରାଜ୍ୟସଭା ମିଶନ ନେଇ ବଡ ବୟାନ । ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ସୁଜିତ କୁମାର ବୟାନ ରଖିଛନ୍ତି । କହିଛନ୍ତି , ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ବିଜେପି ୨ ବିଜେଡିକୁ ଗୋଟିଏ ସିଟ ମିଳିପାରେ । ଆଉ ଗୋଟିଏ ସିଟକୁ ନେଇ ସଂଖ୍ୟା ଦ୍ୱନ୍ଦ୍ୱ, ବିଜେପିକୁ ଯିବା ଦରକାର । ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି, ମୁନା ଖାନଙ୍କ କାର୍ଯ୍ୟକାଳ ସରିବ ।










