28.1 C
Bhubaneswar
Thursday, February 5, 2026
Homeଓଡିଶାସ୍କୁଟି-ବାଇକ୍ ଧକ୍କା: ୨ ମୃତ

ସ୍କୁଟି-ବାଇକ୍ ଧକ୍କା: ୨ ମୃତ

ଢେଙ୍କାନାଳ: ଢେଙ୍କାନାଳରୁ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବାଇକ୍ ଧକ୍କା ଦେଇଛି ସ୍କୁଟି । ଏହି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ନେଇ ୂଚନା ମିଳିଛି । ଗୁରୁତର ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଗରା ସାରଙ୍ଗଧର ସେତୁ ଉପରେ ଘଟିଛି ଏହି ମର୍ମାନ୍ତୁଦ ସଡକ ଦୁର୍ଘଟଣା । ତେବେ ଏପର୍ଯ୍ୟନ୍ତ ମୃତକ ଏବଂ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking