21.1 C
Bhubaneswar
Sunday, December 7, 2025
Homeଓଡିଶାଜଳିଗଲା ୨ ଏକର ଜମିର ଧାନ ଫସଲ

ଜଳିଗଲା ୨ ଏକର ଜମିର ଧାନ ଫସଲ

ବାଙ୍କୀ: ବେଦପୁର ଗାଁ ପାଖରେ ଜଳିଗଲା ୨ ଏକର ଜମିର ଧାନ ଫସଲ । କେହି ଦୁର୍ବୃତ୍ତ  ଧାନ ଜମିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ପୋଲି ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଙ୍କି ଅଗ୍ନିଶମ ବାହିନୀର ପ୍ରୟାସରେ ନିଆଁ ଆୟତ୍ତ କରାଯାଇପାରିଥିଲା । ଅନ୍ୟପଟେ କିଏ ଓ କାହିଁକି ଏହି ନିଆଁ ଲଗାଇଛି ତଦନ୍ତ କରୁଛି ବାଙ୍କି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking