20.1 C
Bhubaneswar
Saturday, December 6, 2025
Homeଓଡିଶାରାଜନଗରରେ କୁମ୍ଭୀର ଆତଙ୍କ: ଭୟରେ ଚାଷୀ

ରାଜନଗରରେ କୁମ୍ଭୀର ଆତଙ୍କ: ଭୟରେ ଚାଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ କୁମ୍ଭୀର ଆତଙ୍କ । ଗୋପାଳପୁର – କେରଡାଗଡ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟରେ ଥିବା ଏକ ବିଲହିଡ଼ରେ ୩ଦିନ ହେବ ଶୋଇରହୁଛି କୁମ୍ଭୀର । କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । ରାତି ବେଳା ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ କୁମ୍ଭୀରଟି ବିଲ ମୁଣ୍ଡକୁ ଉଠିଆସି ଏଠାରେ ଶୋଇରହୁଛି । ଗାଁ ଲୋକେ ଏତେ ବଡ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking