27.1 C
Bhubaneswar
Wednesday, February 4, 2026
Homeଓଡିଶାହିଟ୍‌ ଆଣ୍ଡ ରନ୍‌: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ହିଟ୍‌ ଆଣ୍ଡ ରନ୍‌: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌। ଏଜି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ଜଣେ ସ୍କୁଟି ଚାଳକଙ୍କ ଜୀବନ। ଘଟଣାଟି ସିସିଟିଭିରେ କଏଦ ହୋଇଛି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking