15.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡି ନେତାଙ୍କ ଘରେ ଆୟକର ଚଢାଉ

ବିଜେଡି ନେତାଙ୍କ ଘରେ ଆୟକର ଚଢାଉ

ନୂଆପଡା: ନୂଆପଡା ଉପନିର୍ବାଚନର ଆଜି ପ୍ରଚାରର ଶେଷ ଦିନରେ ଚଲିଛି ଜୋରଦାର ପ୍ରଚାର । ଏହି ସୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ ନେଇ ଆସିଛି ବଡ ଖବର । କୋମନା ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି । କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ । ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ । ପୂର୍ବରୁ ନୂଆପଡା ଜିଲ୍ଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking