16.1 C
Bhubaneswar
Sunday, December 7, 2025
Homeଓଡିଶାକଟକରେ କୋଠା ଭୁଶୁଡି ୩ ମୃତ

କଟକରେ କୋଠା ଭୁଶୁଡି ୩ ମୃତ

କଟକ: କଟକ ମଣି ସାହୁ ଛକରେ କୋଠା ବାଲକୋନି ଭୁଶୁଡି ୩ ଜଣ ମୃତ୍ୟୁବରଣ କରିଛନ୍ତି । ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିବାରୁ ଅଘଟଣ ଘଟିଛି । ଆପାର୍ଟମେଣ୍ଟର ବାଲକୋନି ଏକ ଆଜବେଷ୍ଟସ୍ ଘର ଉପରେ ପଡିଛି । ଗୁରୁତର ଅବସ୍ଥାରେ ଉଦ୍ଧାର ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ୩ ଜଣ ଗୋଟିଏ ପରିବାର ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ କର୍ମଚାରୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କୋଠା ଭୁଶୁଡିବା ପଛର କାରଣ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚି  ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking