30.1 C
Bhubaneswar
Saturday, February 14, 2026
Homeଓଡିଶାଗୁଣପୁରରରେ ୬ କ୍ଲିନିକ ସିଲ

ଗୁଣପୁରରରେ ୬ କ୍ଲିନିକ ସିଲ

ରାୟଗଡା: ଗୁଣପୁର ସହରରେ ୬ଟି ବେଆଇନ କ୍ଲିନିକ ସିଲ କଲା ଜିଲ୍ଲା ପ୍ରଶାସନ । ବିନା ପଞ୍ଜୀକରଣ ସାର୍ଟିଫିକେଟରେ କ୍ଲିନିକ ଚାଲୁଥିବା  ଅଭିଯୋଗ ପରେ ସିଲ ହୋଇଛି ।  ଅଭିଯୋଗ  ପରେ  କାଲି ଉପଜିଲ୍ଲାପାଳଙ୍କ ଦ୍ୱାରା କ୍ଲିନିକରେ  ରେଡ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking