16.1 C
Bhubaneswar
Saturday, December 6, 2025
Homeଓଡିଶାସଂସ୍କୃତ ଶିକ୍ଷକ ଆଶାୟୀଙ୍କ ବିକ୍ଷୋଭ

ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ସଂସ୍କୃତ ଶିକ୍ଷକ ଆଶାୟୀଙ୍କ ଓଏସଏସସି ଅଫିସ ଆଗରେ ପ୍ରତିବାଦ କରିଛନ୍ତି । ଟିଜିଟି ସଂସ୍କୃତ ମେରିଟ ଲିଷ୍ଟ ପ୍ରକାଶ ବିଳମ୍ବକୁ ନେଇ ପ୍ରତିବାଦ କରିଛନ୍ତି ।  ଆଶାୟୀ ସଂସ୍କୃତ ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।  ସଂସ୍କୃତ ବ୍ୟତୀତ ସମସ୍ତ ଟିଜିଟି ପଦବୀ ମେରିଟ ଲିଷ୍ଟ ପ୍ରକାଶ ପାଇଛି । କେଉଁ କାରଣରୁ ସଂସ୍କୃତ ଟିଜିଟି ମେରିଟ ଲିଷ୍ଟ ବାହାରିନି ତାହା ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking