21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବିହାର ମତଦାନ: ଭୋଟ ଦେଲେ ନୀତିଶ

ବିହାର ମତଦାନ: ଭୋଟ ଦେଲେ ନୀତିଶ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଜାରି ହୋଇଛି । ଭୋଟ ଦେଲେ ନୀତିଶ କୁମାର । ସକାଳ ୯ଟା ସୁଦ୍ଧା ବିହାରରେ ୧୩.୧୩ ପ୍ରତିଶତ ଭୋଟିଂ ରହିଛି । ପ୍ରଥମ ପର୍ଯ୍ୟାୟରେ  ୧୨୧ଟି ଆସନରେ ମତଦାନ ଗ୍ରହଣ କରିବେ । ୪୫ ହଜାରରୁ  ଅଧିକ ମତଦାନ କେନ୍ଦ୍ରରେ  ଭୋଟ ଦେଇ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ  କରିବେ  ୩ କୋଟି  ୭୫ ଲକ୍ଷ ଭୋଟର ।  ସେମାନଙ୍କ ମଧ୍ୟରେ  ୧ କୋଟି  ୯୮ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ  ମହିଳା ଭୋଟର  ରହିଛନ୍ତି ।  ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking