21.1 C
Bhubaneswar
Thursday, February 5, 2026
Homeଓଡିଶାଦୁର୍ଘଟଣାରେ ଫରେଷ୍ଟର ମୃତ

ଦୁର୍ଘଟଣାରେ ଫରେଷ୍ଟର ମୃତ

ନବରଙ୍ଗପୁର: ନବରଙ୍ଗପୁରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଡେଙ୍ଗାଗୁଡା ଛକ ନିକଟରେ କାର୍‌ରେ ଯିବାବେଳେ ପିକଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking