25.1 C
Bhubaneswar
Thursday, February 5, 2026
Homeଓଡିଶା ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

 ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା  ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ୧ ଘଣ୍ଟା ହେଲା ମଝି ଚିଲିକାରେ ଫସିଛନ୍ତି  ୧୦ବାଇକ ସମେତ ୩୦ରୁ ଅଧିକ  ଯାତ୍ରୀ ।  ସକାଳ ୭ଟାରୁ ଡଙ୍ଗାଟି ସାତପଡା ଜହ୍ନିକୁଦା ଯାତ୍ରା ଆରମ୍ଭ କରିଥିଲା ।  ମହିଁଷାକୁଦା ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ।  ମେସିନ ସ୍ଲାବ ଫାଟି ଯିବାରୁ ଅଟକି ରହିଛି ଡଙ୍ଗା , ମରାମତି କରୁଛନ୍ତି ଡଙ୍ଗା ଚାଳକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking