22.1 C
Bhubaneswar
Thursday, February 12, 2026
Homeଓଡିଶାଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ରାୟଗଡ଼ା: ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଛାତ୍ରଙ୍କ ଅଶାନ୍ତ ଦେଖାଦେଇଛି । ଅନୁଷ୍ଠାନ ର ଜଣେ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଅସଦାଚରଣ ଯୋଗୁଁ ଛାତ୍ର ଛାତ୍ରୀ ମାନେ କଲେଜ ଫାଟକ ସମ୍ମୁଖରେ ବସି ଆନ୍ଦୋଳନ କରିଛନ୍ତି । ଛାତ୍ରୀ ଙ୍କୁ ଅସଦାଚରଣ କରିଥିବା ଅଧ୍ୟାପକ ପ୍ରଦୀପ ତ୍ରିପାଠୀ ଙ୍କୁ ବହିଷ୍କାର କରିବା ପାଇଁ ଜିଦ ରେ ଅଡି ବସିଛନ୍ତି । ଦୀର୍ଘ ସମୟ ଧରି ପୋଲିସ ପ୍ରଶାସନ ତରଫରୁ ଛାତ୍ର ଛାତ୍ରୀ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜିଦ ରେ ଅଡ଼ି ବସିଛନ୍ତି । ଯାହା ଦ୍ୱାରା ଆଜି ସମସ୍ତ ବିଭାଗର ପାଠ ପଢା ବନ୍ଦ ରହିଛି । ଅପରପକ୍ଷେ ଘଟଣା ର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡା ପୋଲିସ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking