ପୁରୀ: ଆସନ୍ତାକାଲି ଅଁଳା ନବମୀ । ରାଧାପାଦ ଦର୍ଶନ । ଭକ୍ତଙ୍କ ପାଇଁ ସାକ୍ଷୀଗୋପାଳରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ମୁତୟନ ହେବେ ୨୩ ପ୍ଲାଟୁନ ଫୋର୍ସ । ୩୦ ରୁ ଅଧିକ ସିସିଟିଭି ନଜର ରଖିବ ।