14.1 C
Bhubaneswar
Sunday, December 7, 2025
Homeଓଡିଶାଗଜପତିରେ ୯୪୦ଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଗଜପତିରେ ୯୪୦ଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଗଜପତି: ଗଜପତିରେ ୯୪୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।  ୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ଝିପିଝିପି ବର୍ଷାରେ ସ୍ଥାନାନ୍ତର କଲା  ପ୍ରଶାସନ ।  ଜିଲ୍ଲାରେ ୧୩୯ ଭୁସ୍ଖଳନ ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ମୋନ୍ଥା ମୁକାବିଲା ନେଇ ଚିଫ ଫାୟାର ଅଫିସର ସୂଚନା ଦେଇଛନ୍ତି ।  କହିଛନ୍ତି, ବ୍ରହ୍ମପୁର ଆରଡିସି  ସର୍କଲରେ ୧୨୩ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । କଟକ ଆରଡିସି ସର୍କଲରେ ୧୪୪ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି ।  ଉଚ୍ଚ କୋଟିର ଉପକରଣ ଦିଆଯାଇଛି । ବାତ୍ୟାରେ ବ୍ୟବହୃତ  ସମସ୍ତ ଆବଶ୍ୟକୀୟ ଯନ୍ତ୍ର ରଖାଯାଇଛି । ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ‘ମୋନ୍ଥା’ର ପ୍ରଭାବରେ  ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା  ଆରମ୍ଭ ହେଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking