16.1 C
Bhubaneswar
Thursday, February 5, 2026
Homeଓଡିଶାଶୁଦ୍ଧିକ୍ରିୟା ପାଇଁ ସ୍ନାନ ବେଳେ ମୃତ୍ୟୁ

ଶୁଦ୍ଧିକ୍ରିୟା ପାଇଁ ସ୍ନାନ ବେଳେ ମୃତ୍ୟୁ

ଭଦ୍ରକ: ଭଦ୍ରକରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଶୁଦ୍ଧିକ୍ରିୟା ପାଇଁ ସ୍ନାନ କରିବା ବେଳେ ରେବ ନଦୀରେ ବୁଡିଗଲେ ଯୁବକ । ଫଳରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଧାମନଗର ଭଗବାନପୁର ପଞ୍ଚାୟତ କଛଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଜେଜେମାଆର ଶୁଦ୍ଧିକ୍ରିୟା ପାଇଁ ଗାଧୋଇବା ବେଳେ ବୁଡି ମୃତ୍ୟୁବରଣ କରିଛନ୍ତି ଯୁବକ । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking