16.1 C
Bhubaneswar
Sunday, December 7, 2025
Homeଓଡିଶାଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ

ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ

କଟକ: କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖାଦେଇଛି ।  ଟେଣ୍ଡର ପ୍ରକ୍ରିୟାକୁ ବିରୋଧ  କରାଯାଇଛି । ପିଣ୍ଡି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କଲେ ଛତ୍ରବଜାର ପୂଜା କମିଟି ସଂପାଦକ ।  ଛତ୍ରବଜାର ବ୍ୟବସାୟୀ ସଂଘକୁ ପରିଚାଳନା ଦାୟିତ୍ୱ ଦେବାକୁ ଦାବି କରିଛନ୍ତି ।ଟଣ୍ଡେର ହେଲେ ପିଣ୍ଡିର ମୂଲ୍ୟ ବଢିବ ।  ବ୍ୟବସାୟୀ ଓ ଖାଉଟିଙ୍କ  ଅସହ୍ୟ ହେବ ।  ସିଏମସି ଟେଣ୍ଡର ପ୍ରକ୍ରିୟା ବନ୍ଦ ନକଲେ ୨୮ ଓ ୨୯ରେ ଅର୍ବାନ ହାଟ ବନ୍ଦ ନିଷ୍ପତ୍ତି  ନିଆଯଆଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking