21.1 C
Bhubaneswar
Wednesday, February 4, 2026
Homeଓଡିଶାହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍‌

ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଲୁଚି ଥିବା ନେଇ ରେଡ୍‌

କଟକ: କଟକ ଶିଖରପୁର ଅଞ୍ଚଳର  ହୋଟେଲରେ ପୋଲିସର ଚଢାଉ । ଏକ ଠକେଇ  ମାମଲାରେ ୩୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ଚାଉଳିଆ ଗଞ୍ଜ ପୋଲିସ । ହୋଟେଲରେ କିଛି ସନ୍ଦିଗ୍ଧ ବ୍ୟକ୍ତି  ଲୁଚିଥିବା ନେଇ ପୋଲିସ ରେଡ କରିଛି । ହୋଟେଲ ଭିତରେ ଚାଉଳିଆଗଞ୍ଜ ପୋଲିସ  ଟିମ ତଲାସୀ କରିଛି ।  ପଶ୍ଚିମବଙ୍ଗରେ ହୋଇଥିବା ଠକେଇ ମାମଲାରେ ଅଭିଯୁକ୍ତମାନେ  ଏହି ହୋଟେଲରେ ଥିବା କୁହାଯାଉଛି ।  ସେମାନଙ୍କୁ ଧରିବାକୁ ଆଉ କିଛି ଲୋକ ଆସିଥିବା ବେଳେ ପୋଲିସ  ଖବର ପାଇ ସମସ୍ତଙ୍କୁ ଥାନାକୁ ନେଇଛି । ଘଟଣାସମ୍ପର୍କରେ ଅଧିକ ତଦନ୍ତ ପାଇଁ ଚାଉଳିଆଗଞ୍ଜ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking