18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବିଷ ବାୟୁ ବଳୟରେ ଦିଲ୍ଲୀ ଏନସିଆର

ବିଷ ବାୟୁ ବଳୟରେ ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦୂଷଣ ବିଷ ପାଲଟିଲା ଦିଲ୍ଲୀ ବାୟୁ । ବିଷ ବାୟୁ ବଳୟରେ ଦିଲ୍ଲୀ ଏନସିଆର । କେନ୍ଦ୍ରୀୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ସୂଚନା ଅନୁସାରେ ଦିଲ୍ଲୀ ବାୟୁର ଗୁଣବତ୍ତା ଅତି ଖରାପ ସ୍ତରରେ ପହଞ୍ଚିଛି । ସହରର ୩୪ଟି ସ୍ଥାନରେ ପ୍ରଦ୍ୟୁଷଣ ସ୍ତର ରେଡ୍‌ ଲେବୁଲରେ ପହଂଚିଛି । ଅଧିକାଂଶ ସ୍ଥାନରେ ୫୦୦ ଉପରେ ଏକ୍ୟୁଆଇ ।ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ । ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକେ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦ୍ୟୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking